ପ୍ରଧାନମନ୍ତ୍ରୀ ନେଲେ ଦ୍ୱିତୀୟ ଡୋଜ୍ ଟିକା, କହିଲେ ଟିକା ହିଁ ଏକମାତ୍ର ଅସ୍ତ୍ର
ନୂଆଦିଲ୍ଲୀ,୮ /୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟୀକା ନେଇଛନ୍ତି। ସେ ପ୍ରଥମ ଡୋଜ୍ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି।…
Read More...
Read More...