କୋଭିଡ କଟକଣା ଉଲ୍ଲଙ୍ଘନ କରି ଜୋରିମାନା ଦେଲେ ରାଜ ଠାକରେ
ମୁମ୍ବାଇ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମାସ୍କ ନପିନ୍ଧି ହରଡ଼ଘଣାରେ ପଡିଛନ୍ତି । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ତାଙ୍କଠାରୁ ପ୍ରଶାସନ ପକ୍ଷରୁ ୧ ହଜାର ଟଙ୍କାର ଜୋରିମାନା…
Read More...
Read More...