ଏଲଏସି ସ୍ଥିତି ନେଇ ଆଜି ସଂସଦରେ ସୂଚନା ଦେବେ ପ୍ରତିରକ୍ଷା ମନ୍ତ୍ରୀ !
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ସୂଚନା ପ୍ରଦାନ କରିପାରନ୍ତି । ଗତ କିଛି ମାସ ଧରି ପୂର୍ବ ଲଦାଖରେ ଉତେଜନା ଜାରି ରହିଛି…
Read More...
Read More...