ବିଗ୍ ପ୍ରୋଜେକ୍ଟରେ ରାନୁ ମଣ୍ଡଲ, ଦୀପିକାଙ୍କ ପାଇଁ ଗାଇବେ ଗୀତ
ମୁମ୍ବାଇ,୧୧/୧୧: ଟିଭି ଶୋ ‘ରାମାୟଣ’ର ସୀତା ଓରଫ ଦୀପିକା ଚିଖଲିୟା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଲ ପ୍ରଶଂସକଙ୍କୁ ନିଜ ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଉଥିବାର ନଜର ଆସିଛନ୍ତି।…
Read More...
Read More...