ବଲିଉଡ୍ରେ ଡ୍ରଗ୍ସ ମାମଲାରେ ବଡ ଖୁଲାସା: ରିୟାଙ୍କୁ ଅନେକଥର ଡ୍ରଗ୍ସ ଦେଇଛନ୍ତି ସାରା ଅଲି ଖାନ୍
ମୁମ୍ବାଇ ୧୪/୯ : ରିୟା ଚକ୍ରବର୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି । ସାରା ମଧ୍ୟ ଅନେକଥର ରିୟାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି ।…
Read More...
Read More...