ନାଟୋରେ ସାମିଲ ହେଲେ ‘ଫିନଲାଣ୍ଡ୍ ଓ ସ୍ୱିଡେନ’କୁ ପରିଣାମ ଭୋଗିବାକୁ ପଡିବ : ପୁଟିନ୍
ନୂଆଦିଲ୍ଲୀ,୧୭/୫ : ଫିନଲାଣ୍ଡ୍ ଓ ସ୍ୱିଡେନକୁ ଧମକ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଋଷ -ୟୁକ୍ରେନ ମଧ୍ୟରେ ୮୩ ଦିନ ଧରି ଚାଲିଥିବା ଯୁଦ୍ଧରେ ପୁଟିନ ଦୁଇ ଦେଶକୁ ଚେତାବନୀ ଦେଇଛନ୍ତି ।
ଗତ କିଛି ଦିନ…
Read More...
Read More...