ବାରବାଟୀରେ ହାରିଲା ଭାରତ Odisha Khabar Jun 12, 2022 କଟକ,୧୨/୬ : ବାରବାଟୀ ଟି-୨୦ରେ ଭାରତ ପୁଣି ଦର୍ଶକଙ୍କୁ ନିରାଶ କରିଛି। ଭୁବନେଶ୍ବର କୁମାରଙ୍କ ଚମତ୍କାର ବୋଲିଂ ସତ୍ତ୍ବେ ଭାରତ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ… Read More...