ରାଜ୍ୟରେ ଆଜିଠାରୁ ଖୋଲୁଛି ସ୍କୁଲ Odisha Khabar Jan 8, 2021 ଭୁବନେଶ୍ୱର, ୮/୧ : ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲୁଛି ସ୍କୁଲ । ଏଥିପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ।… Read More...