ଆଜି ଶ୍ରାବଣର ଦ୍ୱିତୀୟ ସୋମବାର : ଏହି ମନ୍ତ୍ରରେ କରନ୍ତୁ ଶିବଙ୍କ ଅଭିଷେକ
ଶ୍ରାବଣ ମାସ ଆରମ୍ଭ ହୋଇଛି। ପାଞ୍ଜି ଅନୁଯାୟୀ, ଶ୍ରାବଣ ମାସ ଜୁଲାଇ ୨୫ ରେ ଆରମ୍ଭ ହୋଇଛି। ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୨୬ରେ ପଡିଥିଲା। ଆଜି ଶିବ ଭକ୍ତମାନେ ଶ୍ରାବଣର ଦ୍ୱିତୀୟ ସୋମବାରକୁ ପାଳନ କରିଛନ୍ତି ।…
Read More...
Read More...