ମାଟି ଖୋଳୁ ଖୋଳୁ ବାହାରିଲା ବ୍ରିଟିଶ ଅମଳର ରୂପା ମୁଦ୍ରା
ଭଦ୍ରକ,୩/୪ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋଧ ଗାଁରେ ପାଇଖାନା ଟାଙ୍କି ଖୋଳୁଥିବା ସମୟରେ ମାଟି ତଳୁ ବାହାରିଲା ବ୍ରିଟିଶ୍ ଅମଳର ରୂପା ମୁଦ୍ରା । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସୁଅ ଛୁଟୁଛି ।…
Read More...
Read More...