ନକଲି ଜିନିଷ କାରବାରର ପେଣ୍ଠସ୍ଥଳ ପାଲଟିଛି କଟକ : ଜବତ ହେଲା ଏକ କୁଇଣ୍ଟାଲ ସିନ୍ଥେଟିକ୍ ପନୀର୍
କଟକ : କଟକ ଜିଲ୍ଲା ନକଲି ଜିନିଷ କାରବାରର ପେଣ୍ଠସ୍ଥଳ ପାଲଟିଛି । ଗତ କିଛି ଦିନ ହେବ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ନକଲି ମସଲା କାରଖାନା ସିଜ କରିଥିବାବେଳେ ଆଜି ପୁଣି କଟକ ଓଏମପି ଛକ ନିକଟରୁ ଏକ…
Read More...
Read More...