ବିବାହ ଉତ୍ସବରୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ : ୬ ମୃତ, ୯ ଗୁରୁତର
ଆନ୍ଧ୍ରପ୍ରଦେଶ, ୩୦/୧୦ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଗୋକାଭରମ ମଣ୍ଡଳ ଅଂଚଳର ଥାଣ୍ଟିକୋଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ମହୋତ୍ସବରୁ…
Read More...
Read More...