ଘରୋଇ କଳିରୁ ମାଆକୁ ଛୁରୀ ଭୁସି ହତ୍ୟା, ଭଉଣୀ ଓ ଭଣଜାଭାଣିଜୀ ଗୁରୁତର
ଫୁଲବାଣୀ, ୨୭/୭ : କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବେହେରାପଦ ଗାଁରେ ରବିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ପୁଅ ମାଆକୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ଛୁରା ମାଡରେ ଭଉଣୀ…
Read More...
Read More...