ଡିସେମ୍ବର ୨୩ରୁ ଖୋଲିବ ଶ୍ରୀମନ୍ଦିର
ପୁରୀ, ୧୮/୧୨ : ଦୀର୍ଘ ୮ ମାସ ପରେ ଆସନ୍ତା ୨୩ ତାରିଖରୁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି।…
Read More...
Read More...