ଲଘୁଚାପ ବର୍ଷା: ବୈତରଣୀ ଫୁଲୁଛି, ବିପଦ ସଂକେତ ଟପିଲା ଜଳକା
ଭୁବନେଶ୍ୱର, ୨୦/୮ : ବିଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଛି । ଆଜି ସକାଳ ୭ଟା…
Read More...
Read More...