ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି କରୋନା ନେଗେଟିଭ ଚିହ୍ନଟ
ଚେନ୍ନାଇ, ୧/୨ : ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଚୟନ ହୋଇଥିବା ସମସ୍ତ ଭାରତୀୟ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଏହା ସହ ସମସ୍ତ ଖେଳାଳିଙ୍କ…
Read More...
Read More...