ଓଡିଶାରେ ଜୁନ ୧୭ ଯାଏଁ ବଢିଲା ଲକ୍ଡାଉନ୍
ଭୁବନେଶ୍ଵର, ୩୧/୫: ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍ଡାଉନ୍ ଅବଧି ଜୁନ ୧୭ ସକାଳ ୫ଟା ଯାଏଁ ବଢା ଯାଇଛି।…
Read More...
Read More...