Browsing Tag

thief sleeping

ଚୋରି କରିବାକୁ ଆସି ଶୋଇପଡିଲେ ଚୋର

ରାଜଗାଙ୍ଗପୁର,୩୦/୯ : ୨ ଚୋର ଚୋରି କରିବାକୁ ଆସି ନିଦରେ ଶୋଇ ପଡ଼ିଲେ । ସକାଳୁ ଲୋକେ ଦୁଇ ଚୋରଙ୍କୁ ଧରି ନିର୍ଦ୍ଧୁମ ମାଡ ମାରି ସହ ପୁଲିସକୁ ହସ୍ତାନ୍ତର କଲେ । ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀ ଅଞ୍ଚଳରେ…
Read More...