ରାଜ୍ୟରେ ଆଜି ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ , ମୋଟ ମୃତ୍ୟୁସଂଖ୍ୟା ୭୩୬ ଜଣ
ଭୁବନେଶ୍ୱର,୨୩ /୯ :ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତ ହେଉଛନ୍ତି ପୁରୁଷ । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୩୬ ରେ ପହଞ୍ଚିଛି…
Read More...
Read More...