ଆସନ୍ତାକାଲି ପିପିଲି ଭୋଟ୍ ଗ୍ରହଣ : ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
ଭୁବନେଶ୍ଵର,୨୯/୮: ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । କୋଭିଡ କଟକଣାରେ ମତଦାନ ହେବାକୁ ଥିବାରୁ ବୁଥକୁ ସାନିଟାଇଜ କରାଯାଇଛି । ପୋଲିଂ ପାର୍ଟି ବୁଥରେ ପହଞ୍ଚି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି…
Read More...
Read More...