କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ୍
ଭୁବନେଶ୍ବର,୧୪/୯: ଦୁଇ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ମାଡିବସିଲା ଏସଟିଏଫ୍ । ଦୁଇ ବେପାରୀଙ୍କ ନିକଟରୁ ୧ କେ.ଜି. ୨୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ…
Read More...
Read More...