ଅଜାଣତରେ ଏଲ୍ଓସି ପାର କରିଥିବା ଦୁଇ ଭଉଣୀଙ୍କୁ ଉପହାର ଓ ମିଠା ସହ ପାକିସ୍ତାନକୁ ହସ୍ତାନ୍ତର କଲା ଭାରତ
ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ମଧ୍ୟକୁ ଚାଲିଆସିଥିବା ପାକିସ୍ତାନର ଦୁଇ ନାବାଳିକା ଭଉଣୀଙ୍କୁ ଉପହାର ଓ ମିଠା ସହିତ ନିଜ ଦେଶକୁ ଫେରାଇ ଦେଇଛି ଭାରତୀୟ ସେନା। ଏହି ଦୁଇ ନାବାଳିକା ଭଉଣୀ…
Read More...
Read More...