ଆଜି ୮୬ତମ ଓଡିଶା ଦିବସ Odisha Khabar Apr 1, 2021 ଭୁବନେଶ୍ୱର,୧/୪: ଆଜି ୮୬ତମ ଓଡିଶା ଦିବସ ପାଳନ କରୁଛନ୍ତି ରାଜ୍ୟବାସୀ । ୧୯୩୬ ଅପ୍ରେଲ ୧ରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଓଡିଶା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।… Read More...