ଆଜି ୩ ଜିଲ୍ଲାରେ ଟିକାକରଣ ବନ୍ଦ Odisha Khabar May 29, 2021 ଭୁବନେଶ୍ବର : ଆଜି ବାଲେଶ୍ବର, ଜଗତସିଂହପୁର, ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏହାସତ୍ବେ ରାଜ୍ୟର ଅନ୍ୟ ଜିଲ୍ଲାକୁ ମିଶାଇ ସମୁଦାୟ ୬୦୩ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ… Read More...