ରାସ୍ତା ପାର ହେଉଥିଲାବେଳେ କ୍ରେନ୍ ଧକ୍କାରେ ମହିଳା ମୃତ
ଆଠଗଡ଼, ୨୮/୭ : କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ଛକ ନିକଟରେ ଆଜି ସକାଳେ ଏକ କ୍ରେନ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସେହି ଗ୍ରାମର ସୁଷମା ସାହୁ ବୋଲି ଜଣାପଡ଼ିଛି…
Read More...
Read More...