ଅଭିନେତ୍ରୀ ତନାଜ ଈରାନୀ ହେଲେ କରୋନା ସଂକ୍ରମିତ ମନୋରଞ୍ଜନ By Odisha Khabar On Dec 7, 2020 Share ମୁମ୍ବାଇ, ୭/୧୨ : ଅଭିନେତ୍ରୀ ତନାଜ ଈରାନୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ତନାଜ ଲେଖିଛନ୍ତି ଯେ,‘ମୁଁ ପଜିଟିଭ, କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ପ୍ରାର୍ଥନା କରୁଛି ଯେ ମୁଁ ଆଉ କାହାକୁ ସଂକ୍ରମିତ ନକରିଥାଏ । tanaaz-irani-tested-as-covid-positive Share