ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର

ଭୁବନେଶ୍ୱର, ୨୩/୦୯ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଟିମ୍ । ପେଟଛେଲା ରାଜସ୍ବ ସର୍କଲ ଗୋଜାବନ୍ଧ ଗାଁର ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ଠାରୁ ଟଙ୍କା ନେଉଥିଲେ। ଟଙ୍କା ନେଲା ବେଳେ ଅଫିସ୍ ପଛପଟେ ତହସିଲଦାରଙ୍କ ଚାମ୍ବରରୁ ଧରିଲା ଭିଜିଲାନ୍ସ ।

SBI_Festive_Digital Billboard