ଆସନ୍ତାକାଲି ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,୨୧/୧୨: ଆସନ୍ତାକାଲି ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ସହର ମଧ୍ୟରେ କରାଯାଇଥିବା ଏକ ଫ୍ଲାଏ ଓଭର ବ୍ରିଜ୍ ଉଦଘାଟନ କରିବା ସହ ୧୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପୋଲିସ ପଡିଆରେ ବାଲେଶ୍ୱରବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।