ଅଣ୍ଡା ତେଲର ଉପକାରୀତା

0

ପ୍ରାକୃତିକ ତେଲ ଚର୍ମ ଏବଂ କେଶ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ନଡିଆ ତେଲ, ବାଦାମ ତେଲ, ଅଲିଭ ଅଏଲର ଉପକାରୀତା ତ ଆପଣ ଜାଣିଥିବେ । କି;ୁ ଅଣ୍ଡା ତେଲର ଉପକାରୀତା ସମ୍ବନ୍ଧରେ ଆପଣ ଜାଣିଛନ୍ତି କି? ତେବେ ଆସ;ୁ ଜାଣିବା ଏହା ଆପଣଙ୍କ ସ୍କିନ ଏବଂ କେଶ ପାଇଁ କିଭଳି ଲାଭ ଦାୟକ ସାବ୍ୟସ୍ତ ହୋଇଥାଏ ।
ଅଣ୍ଡା ତେଲ କ’ଣ ?
ଅଣ୍ଡା ତେଲକୁ ଅଣ୍ଡା ଖୋଳପାରୁ ବାହାର କରାଯାଇଥାଏ । ଏହା ଖୁବ୍‌ ଶୀଘ୍ର ସ୍କଲ¬ରେ ଲାଖିଯାଇଥାଏ । ଏହା ଦ୍ୱାରା କେଶ ଏବଂ ଚର୍ମର ରୁଖାପଣ ଦୂର ହୋଇଥାଏ ।
ଅଣ୍ଡା ତେଲର ଉପକାରୀତା- ଅଣ୍ଡା ତେଲ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ । ଏଥିରେ କେଶର ପୋଷଣ ପାଇଁ ଜରୁରୀ ପୋଷକ ତତ୍ୱ ଉପସ୍ଥିତ ରହିଥାଏ । ଏହାର ବ୍ୟବହାର କରିବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ ଏବଂ କେଶ ଘନ ହୋଇଥାଏ ।
କଣ୍ଡିଶନ କରିଥାଏ-
ଅଣ୍ଡା ତେଲରେ କଲଷ୍ଟ୍ରେଲ ଉପସ୍ଥିତ ଥାଏ ଛ ଯାହା ଦ୍ୱାରା ଏହା ଚର୍ମରେ ଲାଗିବା ମାତ୍ରେ ମୃତ ସେଲ୍ସକୁ ଜୀବିତ କରିଥାଏ । ଏହା ବ୍ୟତିତ ଏହା କେଶର ରୁଖାପଣ ଦୂର କରିଥାଏ । ଏହା ଆପଣଙ୍କ ଡ୍ୟାମେଜ କେଶକୁ ପୁଣିଥରେ ଚମକାଇବା ଏବଂ ନରମ କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.