ଅନୁଷ୍କାଙ୍କ ସହ ଅଷ୍ଟ୍ରେଲିଆରେ ନୂଆ ବର୍ଷ ପାଳିଲେ ବିରାଟ

0

ସିଡନୀ, ୧/୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ପନିୀ ଅନୁଷ୍କା ଶର୍ମାଙ୍କ ସହ ଅଷ୍ଟ୍ରେଲିଆରେ ନୂଆ ବର୍ଷ ପାଳନ କରିଛନ୍ତି । ବିରାଟ ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଅନୁଷ୍କା ଏକ ଗୋଲେïନ କଲରର ଗାଉନ ପିନ୍ଧିଥିବା ବେଳେ ବିରାଟ ଗ୍ରେ କଲର ବ୍ଲେଜରରେ ନଜର ଆସିଛନ୍ତି । ତେବେ ସେୟାର କରିଥିବା ଏହି ଫଟୋ ସହ ସେ ଭାରତବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି କି, ମୁଁ ଭାରତରେ ଏବଂ ବିଶ୍ୱରେ ଥିବା ସମସ୍ତଙ୍କୁ ଅଷ୍ଟ୍ରେଲିଆରୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉଛି । ୨୦୧୯ ସମସ୍ତଙ୍କ ପାଇଁ ଭଲ ହେଉଛ ଭଗବାନ ସମସ୍ତଙ୍କ ମଙ୍ଗଳ କର;ୁ । ସୂଚନାଯୋଗ୍ୟ ବିରାଟ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ପାଇଁ ପୂର୍ବରୁ ହିଁ ଅଷ୍ଟ୍ରେଲିଆରେ ଥିବା ବେଳେ ପନିୀ ଅନୁଷ୍କା ନୂଆ ବର୍ଷର ସ୍ୱାଗତ ପାଇଁ ସେଠାରେ ପହଁଚିଥିଲେ ।

Leave A Reply

Your email address will not be published.