ଅର୍ଜୁନ ବିଶ୍ୱ ବିଜେତା

0

ନୂଆଦିଲ୍ଲୀ, ୨୪/୧୨: ମାଲେସିଆରେ ଅନୁଷ୍ଠିତ ୟୁଏସ୍‌ କିଡ୍ସ ଜୁନିଅର ଗଲ® ବିଶ୍ୱ ଚାମ୍ପିଅନଶପ୍‌ରେ ଚାମ୍ପିୟନ୍‌ ହୋଇଛନ୍ତି ଗ୍ରେଟର ନୋଏଡାର ଗ୍ରେଟର େୱଲୀ ସ୍କୁଲ୍ର ଛାତ୍ର ଅର୍ଜୁନ ଭାଟୀ । ଅର୍ଜୁନ୍‌ ଆମେରିକାର ଏଲେକ୍ସ ମୋ’ଙ୍କୁ ୩ ସେଟ୍‌ରେ ହରାଇ ଏହି ଟାଇଟଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ୨୯ ଦେଶର ଖେଳାଳି ଭାଗ ନେଇଥିଲେ । ୟୁଏସ୍‌ କିଡ୍ସ ଗଲ® ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୧୩ରୁ ୧୪ ବର୍ଷ ବର୍ଗରେ ଅର୍ଜୁନଙ୍କୁ ଏହି ସଫଳତା ମିଳିଛି । ଏହି ପ୍ରତିଯୋଗିତାରେ ଆଉ ଦୁଇ ଭାରତୀୟ ଖେଳାଳି ପାବ୍ଲୋ ସୁନ୍ଦରମ୍‌ ଓ ପର୍ଣ୍ଣିକା ଶର୍ମା ଭାଗ ନେଇଥିଲେ । ୧୫ରୁ ୧୬ ବର୍ଷ ବର୍ଗରେ ଭାଗ ନେଇଥିବା ସୁନ୍ଦରମ୍‌ ଷଷ୍ଠ ସ୍ଥାନରେ ରହିଥିଲେ । ସେହିପରି ୯ରୁ ୧୦ ବର୍ଷ ବର୍ଗରେ ଭାଗ ନେଇଥିବା ପର୍ଣ୍ଣିକା ତୃତୀୟ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.