କେଉଁ ପଶୁଠାରୁ କିଫଳ ମିଳେ

0

କିଛି ଲୋକ ଘରେ ଗୃହପାଳିତ ପଶୁ ପକ୍ଷୀ ରଖିବାକୁ ଖୁବ୍‌ ପସନ୍ଦ କରନ୍ତ । କୁହାଯାଏ ଘରେ ପଶୁ ରହିଲେ ଘର ପ୍ରତି ଏହା ଶୁଭଫଳ ପ୍ରଦାନ କରିଥାଏ ଏବଂ ଘରେ ସୁଖଶାନ୍ତିର ପସରା ମେଲି ରହେ । କିଛି ଶାସ୍ତ୍ରବିତ୍‌ଙ୍କ କହିବାନୁସାରେ ଘରେ ଗୃହପାଳିତ ପଶୁ ରହିଲେ, କେବେ ଆର୍ଥିକ ସମସ୍ୟା ଦେଖାଯାଏ ନାହିଁ । ତେବେ କ’ଣ ଆପଣ ଜାଣିଛନ୍ତି କେଉଁ ପଶୁରଖିଲେ କି ଫଳ ମିଳେ । ଆସନ୍ତୁ ଜାଣିବା କେଉଁ ପଶୁ ରଖିଲେ କି ଫଳ ମିଳେ ।
କୁକୁର
ସାଧାରଣତଃ କୁକୁରକୁ ଅନେକ ଲୋକ ଗୃହପାଳିତ ପଶୁଭାବେ ପାଳିଥାନ୍ତି । କ’ଣ ଆପଣ ଜାଣିଛନ୍ତି, ଘରେ କୁକୁର ରହିଲେ ଘରେ ଅଭାବ ଘୋଟେ ନାହିଁ ।
ଶୁଆ
ଅନେକ ଲୋକ ଘରେ ଶୁଆକୁ ରଖିବାକୁ ମଧ୍ୟ ଖୁବ୍‌ ପସନ୍ଦ କରନ୍ତି । ଘର ଉପରେ ଯଦି କୌଣସି ବିପଦ ପଡ଼ିବାର ଥାଏ ତେବେ ଏମାନଙ୍କୁ ଆଗତରିକା ସୁଚନା ମିଳିଯାଇଥାଏ ।
ଗୋଲ ଫିସ୍‌
ଘରେ ଗୋଲ ଫିସ୍‌ ପାଳିବା ଅତ୍ୟନ୍ତ ଶୁଭ ମନାଯାଏ । ସୁନା ରଙ୍ଗର ମାଛ ପାଳିଲେ ଘରେ ସୁଖଶାନ୍ତି ବଢେ ।
ଠେକୁଆ
ଘରେ ଠେକୁଆ ରଖିଲେ ସୁଖସମୃଦ୍ଧି ମିଳେ ବୋଲି କୁହାଯାଏ ।

Leave A Reply

Your email address will not be published.