ଚିଟ୍ ଫଣ୍ଡ ମାମଲା : ଅରୁଣ ସାହୁ ଓ ଅତନୁ ସବ୍ୟସାଚୀଙ୍କୁ ସିବିଆଇର ନୋଟିସ୍ !

0

ଭୁବନେଶ୍ୱର ,୨୯/୧:ପୁଣି ଲେଉଟିଲା ସିବିଆଇ। ଦୀର୍ଘ ଦିନର ନିରବତା ପରେ ନିର୍ବାଚନ ସମୟରେ ସକ୍ରିୟ ହୋଇ ଉଠିଛି ସିବିଆଇ। ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ସ୍କାମ୍‌ ନେଇ ବିଜେଡିର ୨ ବରିଷ୍ଠ ନେତାଙ୍କୁ ନୋଟିସ୍‌ କରିଛି ସିବିଆଇ।

ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ କରିଥିବା ଜଣାପଡ଼ିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍‌ କରିଥିବା ANI ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବରୁ ଏହି ଚିଟ୍‌ଫଣ୍ଡ ମାମଲାରେ କିଛି ବିଜେଡି ନେତା ଗିରଫ ହୋଇ ବେଲ୍‌ରେ ଆସିଥିବା ବେଳେ ଏକାଧିକ ନେତାଙ୍କୁ ଜେରା କରାଯାଇଛି।

SBI AD
Leave A Reply

Your email address will not be published.