ପ୍ରସ୍ତୁତି ସାମଗ୍ରୀ-
ଛେନା-୨୫୦ଗ୍ରାମ୍, ବେକିଂ ପାଉଡ଼ର-୫ଗ୍ରାମ୍, ଖୁଆ-୫୦ଗ୍ରାମ୍, ଚିନି-୧୦୦ଗ୍ରାମ୍, ମଇଦା-୨୫ଗ୍ରାମ୍, ଗୁଜୁରାତି-୫ଗ୍ରାମ୍, ରିଫାଇନ୍ତେଲ-୫୦୦ଗ୍ରାମ୍ ।
ପ୍ରଣାଳୀ-
ଛେନାକୁ କନାରେ ବାନ୍ଧି ପାଣି ଛଡ଼ାଇ ଦିଅ;ୁ। ମଇଦା, ଖୁଆ, ବେକିଂ ପାଉଡ଼ର ଓ ଗୁଜୁରାତି ଗୁଣ୍ଡକୁ ମିଶାଇ ଛେନାରେ ଭଲ କରି ଚକଟି ଦିଅ;ୁ । ଏହାକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ଜଲିପି ଆକାରରେ ତିଆରି କର;ୁ। ଚିନିରେ ପାଣି ପକାଇ ଏକ ମୋଟା ସିରା ପ୍ରସ୍ତୁତ କର;ୁ । କଡ଼େଇରେ ତେଲ ଦେଇ ଗରମ କର;ୁ। ଗରମ ତେଲରେ ଜଲିପିକୁ ଛାଣ;ୁ। ବାଦାମୀ ରଙ୍ଗ ହୋଇଗଲାପରେ ସିରାରେ ପକା;ୁ ।