ପ୍ରସ୍ତୁତି ସାମଗ୍ରୀ-କାଗିଜି ଲେମ୍ବୁ ୧୦ଟି, ଲଙ୍କା ଗୁଣ୍ଡ ୩ଚାମଚ, ମେଥି ୧ଚାମଚ, ହେଙ୍ଗୁ ଛୋଟ ଟେଳାଏ, ରିଫାଇନ୍ ତେଲ ୧କପ୍ ଓ ପରିମାଣ ମୁତାବକ ଲୁଣ ।
ପ୍ରଣାଳୀ-ମେଥି ଓ ହେଙ୍ଗୁକୁ ଗରମ କରି ଭଲ ଭାବରେ ଗୁଣ୍ଡ କରି ରଖ;ୁ । ଲେମ୍ବୁକୁ ଧୋଇ ଭଲ ଭାବରେ ପୋଛି ନିଅ;ୁ । କଡ଼ାଇରେ ତେଲ ଗରମ କର;ୁ । ତେଲ ଗରମ ହେଲେ, ସେଥିରେ ଲେମ୍ବୁ ପକା;ୁ । ଲେମ୍ବୁକୁ ତେଲରେ ଏପଟ ସେପଟ ଗୋଳାଉଥିବେ । ଲେମ୍ବୁ ନରମ ହୋଇ ଆସିଲେ ଓହ୍ଲାଇ ଥଣ୍ଡା କର;ୁ । ଲେମ୍ବୁଗୁଡ଼ିକୁ କଡ଼ାଇରୁ କାଢିନିଅ;ୁ । ବଳିଥିବା ତେଲ, ଥଣ୍ଡା ହେଲେ ଲୁଣ, ଲଙ୍କା ଗୁଣ୍ଡ, ହେଙ୍ଗୁ, ମେଥି ଗୁଣ୍ଡ ଭଲ ଭାବରେ ମିଶାଇ ନିଅ;ୁ । ଗୋଟିଏ ଗୋଟିଏ ଲେମ୍ବୁକୁ ଧରି ଡେମ୍ଫ ପାଖରେ ଆଙ୍ଗୁଠିରେ ଫୁଟାଇ ଦେଇ, କିଛି କିଛି ମସଲା ସେଥିରେ ପୂରାଇ ଦିଅ;ୁ । ସବୁଲେମ୍ବୁ ଭିତରେ ସମାନ ଭାବରେ ମସଲାଗୁଣ୍ଡ ଭରିଦିଅ;ୁ । ବମ୍ରେ ଲେମ୍ବୁର ପୁଟା ଅଂଶ ଉପରକୁ ରଖି ସଜାଇ ରଖ;ୁ । ୧୫ଦିନ ପରେ ଏହା ଖାଇବା ଉପଯୋଗୀ ହେବ । ଏହାକୁ ୧୫ଦିନ ପର୍ଯ୍ୟନ୍ତ ଖରାରେ ଦିଅ;ୁ ।
Next Post