ପ୍ରପୋଜ୍‌ ଡ଼େ’

0

ହାପି ପ୍ରପୋଜ୍‌ ଡ଼େ’ । ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ ହୋଇସାରିଲାଣି । ଭାଲେଣ୍ଟାଇନ୍‌ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡ଼େ’ କୁହାଯାଏ । ଯଦି ଆପଣ କାହାକୁ ମନର କଥା କହିବାକୁ ଚାହୁଁଛନ୍ତି କି;ୁ କହିପାରୁନାହାନ୍ତି ତେବେ ଆଜିର ଦିନରେ ନିଜ ପ୍ରିୟଜନଙ୍କୁ ଭିନ୍ନ ଅନ୍ଦାଜରେ ପ୍ରପୋଜ କର;ୁ । ଯେପରି ସମୟ ବଦଳୁଛି ଠିକ୍‌ ସେପରି ପ୍ରେମର ପରିଭାଷା ମଧ୍ୟ ବଦଳୁଛି । ଦିନ ଥିଲା ପ୍ରେମୀଯୁଗଳ ଚିଠି ଦିଆନିଆ ହେଉଥିଲେ । ଏବେ ଫେସ୍‌ବୁକ୍‌ ଓ ଗୁଗଲ୍‌ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ସବୁ ଯୁବପିଢି ଅପେକ୍ଷାରେ ଥାଆନ୍ତି ଏହି ଦିବସକୁ । ଯୁବପିଢିଙ୍କ ସମେତ ଅନେକ ବିବାହିତ ଦମ୍ପତି ମଧ୍ୟ ଏହି ଦିବସକୁ ପାଳନ କରିଥାନ୍ତି । ସବୁ ଧର୍ମର ବ୍ୟକ୍ତିମାନେ ଏହି ଦିବସଟି ପାଳନ କରିଥାନ୍ତି ।

Leave A Reply

Your email address will not be published.