ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟୀ

0

ଭୁବନେଶ୍ୱର,୨୩/୫: ଯାଜପୁର ଜିଲ୍ଲାର ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟ ଲାଭ କରିଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ସେ ୧୩୯୧ ଭୋଟରେ ପରାସ୍ତ କରିଛନ୍ତି।୨୦୧୪ ନିର୍ବାଚନରେ ଅମର ଶତପଥୀ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କୁ ୧୬ ହଜାର ୯୩୯ ଭୋଟରେ ହରାଇ ବିଜୟୀ ହୋଇଥିଲେ । ବଡ଼ଚଣାରୁ .ସେ କ୍ରମାଗତ ୬ଥର ବିଜୟୀ ହୋଇ ଏକ ରେକର୍ଡ କରିଛନ୍ତି।

Leave A Reply

Your email address will not be published.