ବୁଲନ୍ଦସର ହିଂସାକାଣ୍ଡ: ଇନ୍ସପେକଫର ସୁବଧ ସିଂହଙ୍କୁ କୁରାଢ଼ି ଚୋଟ ମାରିଥିବା କଲୁଆ ଗିରଫ

0

ବୁଲନ୍ଦସର,୧/୧: ବୁଲନ୍ଦସର ହିଂସାକାଣ୍ଡରେ ଇନସପକେଫର ସୁବଧ ସିଂହଙ୍କୁ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ନଟ ଗିରଫ ହେବା ପରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ଇନ୍ସପେକଫର ସିଂହଙ୍କ ମୁଣ୍ଡକୁ କୁରାଢ଼ି ଚୋଟ ମାରିଥିବା କଲୁଆ । ଡିସେମ୍ବର ୩ରେ ସ୍ୟାନ କୋତାବାଲୀ ଚିଙ୍ଗରାବଠୀ ଅଂଚଳରେ ହିଂସା ସୃଷ୍ଟି ହୋଇଥିଲା । ଏଥିରେ ସୁବୋଧ କୁମାର ସିଂହଙ୍କ ସମେତ ଚିଙ୍ଗରାବଠୀର ଯୁବକ ସୁମିତଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୨୯ଜଣଙ୍କୁ ଗିରଫ କରିଛି । ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ପୁଲିସ କଲୁଆକୁ ଗିରଫ କରିଥିଲା ।

SBI AD
Leave A Reply

Your email address will not be published.