ସୁଜି ଚିତଉ

0

ପ୍ରସ୍ତୁତି ସାମଗ୍ରୀ- ସୁଜି-୨୫୦ଗ୍ରାମ୍‌, ନଡ଼ିଆ-୧ଫାଳ, କ୍ଷୀର-୧ଲିଟର, ଚିନି-୧୦୦ଗ୍ରାମ୍‌, ଗୁଜୁରାତି-୪ଟା, ବେକିଂ ପାଉଡ଼ର-୧/୪ଚାମଚ ।
ପ୍ରଣାଳୀ- ନଡ଼ିଆକୁ କୋରି ଗରମ ପାଣିରେ ପକାଇ ତାର ରସ ବାହାର କରିଦିଅ;ୁ । ଏହି ନଡ଼ିଆ ରସରେ ସୁଜି, ଲୁଣ, ଚିନି, ବେକିଂ ପାଉଡ଼ର ମିଶାଇ କିଛି ସମୟ ରଖ;ୁ । ଇଟିଲି ଛାଞ୍ଚରେ ତେଲମାରି ଚିତଉ ସିଝାଇ ଦିଅ;ୁ । କ୍ଷୀରରେ ଆଉ ଅଳ୍ପ ଚିନି ଓ ଗୁଜୁରାତି ଗୁଣ୍ଡ ମିଶାଇ ନେଇ ଫୁଟାଇଦିଅ;ୁ । କ୍ଷୀର ଫୁଟିଲେ ସୁଜି ଚିତଉଗୁଡ଼ିକ ସେଥିରେ ପକାଇ କ୍ଷୀରକୁ ଓହ୍ଲାଇ ଦିଅ;ୁ । କିଛି ସମୟ ପରେ ଏହାକୁ ଖାଇବାକୁ ଦେବେ ।

Leave A Reply

Your email address will not be published.