ଚୀନ୍ର ପବ୍ଲିକ୍ ସେଞ୍ଚୁରୀରେ ରହୁଥିବା ବାକିଙ୍ଗ୍ ଫିସ୍ ଏବେ ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେବାକୁ ଲାଗୁଛି । ଏହି ମାଛମାନଙ୍କର ଫଟୋ ଖୁବ୍ ସେୟାର ହେବାକୁ ଲାଗୁଛି । ଏହି ଚାରି ଗୋଡ଼ ବିଶିଷ୍ଟ ମାଛ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏହି ମାଛଗୁଡ଼ିକ ପିଙ୍କ, ବ୍ଲì, ଗ୍ରିନ୍, ରେଡ୍ କଲରରେ ଦେଖାଯାଇଥାନ୍ତି । ଏମାନେ ଦେଖିବାକୁ ଖୁବ୍ ସୁନ୍ଦର । ଏହି ମାଛଗୁଡ଼ିକ ନିଜ ଅଙ୍ଗର ଡ୍ୟାମେଜ୍ ଅଂଶକୁ ନିଜେ ରିଜେନେରେଟ୍ କରିପାରନ୍ତି । ଏମାନଙ୍କର ଏହି ସ୍ପେସିଆଲିଟିକୁ ନେଇ ରିସର୍ଚ୍ଚରମାନେ ଗବେଷଣା ଚଲାଇଛନ୍ତି । ଏହି ମାଛମାନେ ତାଙ୍କର ଚାରି ଗୋଡ଼ରେ ଅତି ସହଜରେ ଚାଲିପାରିବେ । ଏପରି ଅଜବଗଜବ ମାଛକୁ ଦେଖିବା ପାଇଁ ପ୍ରତିଦିନ ସେଣ୍ଟ୍ରାଲ୍ ଚୀନ୍ର ପବ୍ଲିକ୍ ଜୁରେ ପର୍ଯ୍ୟଟକମାନଙ୍କର ଭିଡ଼ ଜମୁଛି । ବଢ଼ୁଥିବା ପ୍ରଦୂଷଣ କାରଣରୁ ମାଛମାନଙ୍କର ପ୍ରଜାତି ସଂକଟରେ ରହିଛନ୍ତି ।