ଆଇଜିଏଚ୍‌ ହେବ ସୁପର ସ୍ପେଶାଲିଟି ହସ୍ପିଟାଲ

ରାଉରକେଲା, ୪/୧୨: ସୁପର ସ୍ପେଶାଲିଟି ହସ୍ପିଟାଲ ହେବ ରାଉରକେଲାରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) । ଏଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ କାର୍ଯ୍ୟାଳୟରେ ୨୦ଲକ୍ଷ ଟଙ୍କା କଂଗ୍ରେସ ଜମା କରିଛି । ୨୦୧୫ ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)କୁ ସୁପର ସ୍ପେଶିଆଲିଟି ହସ୍ପିଟାáୁ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।