ଓଡ଼ିଶାରେ ଆଉ ୨ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି ରାଜ୍ୟ By Odisha Khabar On Apr 9, 2020 Share ଭୁବନେଶ୍ବର,୯/୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗୁରୁବାର ବୃଦ୍ଧି ଘଟିଛି। ଢେଙ୍କାନାଳ ଜିଲାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଦୁଇ ଜଣ ନୂଆ ରୋଗୀ ଠାବ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। Share