କେଜରୀୱାଲ୍‌ଙ୍କୁ ଲଙ୍କାଗୁଣ୍ଡ ମାଡ଼

ନୂଆଦିଲ୍ଲୀ, ୨୧/୧୧ : ଦିଲ୍ଲୀର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡ଼ିଛି । ସେ କେଜରୀୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ତାଙ୍କ ସହ ଧସ୍ତା ଧସ୍ତି ହୋଇଥିଲା । ଫଳରେ କେଜରିୱାଲ୍‌ଙ୍କ ଚଷମା ଭାଙ୍ଗି ଯାଇଥିଲା । ତେବେ ସୁରକ୍ଷାକର୍ମୀ ତୁରନ୍ତ ଏହି ଆକ୍ରମଣକାରୀକୁ ଗିରଫ କରିନେଇଥିଲେ । ଆକ୍ରମଣକାରୀ ଜଣକ ନାରାୟଣର ବାସୀନ୍ଦା ଅନିଲ କୁମାର ଶର୍ମା ବୋଲି ଜଣା ପଡିଛି ।

SBI_Festive_Digital Billboard