ସେଭର୍ / ରେଜର୍, ସାମ୍ପୁ, ଟୁଥ୍ବ୍ରଶ୍, ସାୱାର୍ ଜେଲ୍, ଆଫଫର ସେଭ୍, ସେଭିଂ, କ୍ରିମ୍, ମଏଶ୍ଚରାଇଜର୍, ବଡି ୱାସ୍, ସ୍କର୍ବ, ହ୍ୱାଇଟ୍ନିଂ ଟୁଥ୍ ପେଷ୍ଟ
ପୁରୁଷମାନେ ଦିନରେ ୧୭ ମିନିଟ୍ ମେକ୍ଅପ୍ରେ ଅତିବାହିତ କରୁଥିବା ବେଳେ ୨୦ ମିନିଟ୍ରେ ଥରେ ସେମାନେ ଭଲ ଦେଖାଯାଉଛନ୍ତି କି ନାହିଁ ତାହା ଚେକ୍ କରନ୍ତି । ପୁଅମାନେ ମାସରେ ଅନ୍ତତଃ ଥରେ ପ୍ରସାଧନ ସାମଗ୍ରୀ କିଣିଥାନ୍ତି । ୬୬% ପୁରୁଷ ସୁନ୍ଦର ଦେଖାଯିବା ପାଇଁ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିବା କଥା ସ୍ୱୀକାର କରନ୍ତି । ବିଶ୍ୱର ୨୯% ପୁରୁଷ ବ୍ରାଣ୍ଡେଡ୍ ପୋଷାକ କିଣିଥାନ୍ତି ।
Prev Post
Next Post