ସାମଗ୍ରୀ- ୪ଟି ଆଳୁ,୬ ପାଖୁଡା ଫୁଲକୋବି, ୧୦୦ ଗ୍ରାମ୍ ସିଝାଯାଇଥିବା ଗ୍ରୀନ୍ ମଟର, ୧୦୦ ଗ୍ରାମ୍ ଗାଜର ।
ପ୍ରଣାଳୀ- ଅଧା କପ୍ କୋରା ଯାଇଥିବା ନଡିଆ, କଟାଯାଇଥିବା ଦୁଇଟି ଟମାଟର, ସରୁ ସରୁ କରି କଟାଯାଇଥିବା ଏକ ଇଞ୍ଚର ଅଦା, ସରୁ ସରୁ କରି କଟାଯାଇଥିବା ଦୁଇଟି ରସୁଣ, ଡାଳଚିନି ୪ଟି, ୩ଟି ଲବଙ୍ଗ, ଏକ ଚାମଚ ଧଣିଆ , ଏକ ଚାମଚ ଜୀରା, ଏକ ଚାମଚ ଗରମ ମସଲା, ଏକ ଚାମଚ ଲାଲ୍ ଲଙ୍କା ଗୁଣ୍ଡ ଓ ସରୁ ସରୁ କଟାଯାଇଥିବା ଧଣିଆ ପତ୍ର । କୁକର୍ରେ ସବୁ ପରିବାକୁ ହଳଦୀ ଓ ଲୁଣ ଦେଇ ସିଝାଇ ଦିଅ;ୁ । ଗ୍ରେଭି ପାଇଁ ଆବଶ୍ୟକ ସବୁଜିନିଷକୁ ଗ୍ରାଇଣ୍ଡ କର;ୁ । ପ୍ୟାନ୍ରେ ତେଲ ଗରମ କର;ୁ । ଏଥିରେ କଟାଯାଇଥିବା ପିଆଜକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କର;ୁ । ଏଥିରେ ଗ୍ରାଇଣ୍ଡ ହୋଇଥିବା ଗ୍ରେଭିକୁ ପକାଇ କିଛି ସମୟ ଫ୍ରାଏ କର;ୁ । ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫ୍ରାଏ କର;ୁ । ଏଥିରେ ସିଝାଯାଇଥିବା ପରିବା ପକାଇ କିଛି ସମୟ ଫ୍ରାଏ କର;ୁ । ପରେ ଗରମ ଗରମ ଭେଜଟେବୁଲ୍ ଗ୍ରେଭିକୁ ବାହାର କରି କଟାଯାଇଥିବା ଧଣିଆ ପତ୍ର ପକାଇ ସର୍ବ କର;ୁ ।
Prev Post
Next Post