ମାର୍ଚ୍ଚମାସଟି ହୋଲି ପର୍ବ ପାଇଁ ବେଶ୍ ଜଣାଶୁଣା । ଏହି ଦିନ ଚାରିଆଡ଼େ ଲୋକେ ହୋଲି ଖେଳରେ ମଜିଯାନ୍ତି । ଉତ୍ତର ଭାରତର କିଛି ଜାଗାରେ ହୋଲିର ସପ୍ତାହକ ପୂର୍ବରୁ ହିଁ ଏଠାରେ ଲୋକଙ୍କ ଭିତରେ ହୋଲି ଖେଳ ନେଇ ଉତ୍ସାହ ଦେଖିବାକୁ ମିଳେ । ତେବେ ମାର୍ଚ୍ଚମାସରେ କେବଳ ହୋଲି ନୁହେଁ ଆହୁରି ଅନେକ ପର୍ବ ପାଳନ କରାଯାଏ । ଏହି ପର୍ବରେ ଆପଣମାନେ ବୁଲିବାର ମଉକା ପାଇବା ସହ ସେହି ଇଲାକାର ଲୋକମାନଙ୍କ ପରମ୍ପରା ବିଷୟରେ ଜାଣିବାର ସୁଯୋଗ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ମାର୍ଚ୍ଚମାସରେ ହୋଲି ବ୍ୟତୀତ ଆଉ କେଉଁ ପର୍ବପର୍ବାଣୀ ପାଳନ୍ତ ଲୋକେ…
-ଗୋଆ କାର୍ଣ୍ଣିୱାଲ
-ମ୍ୟକୋ ଭେଷ୍ଟିଭାଲ
-ଶିଗମୋତ୍ସୱ
-ଚାପଚାର ଫେଷ୍ଟିଭାଲ
-ପରିªଲୀ ଜଗମେଲା
-ଜୟପୁର ଏଲିଫ୍ୟାଣ୍ଟ ଫେଷ୍ଟିଭାଲ
Prev Post
Next Post