EPFOରେ ୮ଟି ବଡ଼ ପରିବର୍ତ୍ତନ: ଏଣିକି ପିଏଫ୍‌ରୁ ଉଠାଇପାରିବେ ୯୦ ପ୍ରତିଶତ ଟଙ୍କା

ଭୁବନେଶ୍ୱର, ୨୧/୧୧ : କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPFO ନିୟମରେ ହୋଇଛି ଅନେକ ବଡ଼ ପରିବର୍ତ୍ତନ। ଏଣିକି ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ହେବ ଆହୁରି ସହଜ। ଚାକିରି ଛାଡ଼ିବା ପରେ ଟଙ୍କା ଉଠାଣଠାରୁ ଆରମ୍ଭ କରି ଅବସର ପରେ ନିୟମିତ ଆୟ ପର୍ଯ୍ୟନ୍ତ ଅନେକ ନୂଆ ସୁବିଧାକୁ ମିଳିଛି ମଞ୍ଜୁରି। ନଭେମ୍ବର ୧୯ରେ ଅନୁଷ୍ଠିତ EPFOର ୨୪୦ତମ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।