ନୂଆଦିଲ୍ଲୀ, ୧୩/୧୦ : ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟର ଆବେଦନକୁ ନେଇ ଚର୍ଚ୍ଚା । ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଣ୍ଡି ମେଣ୍ଟ ପକ୍ଷରୁ ବରିଷ୍ଠ ଓକିଲ ଏସ୍. ପ୍ରସନ୍ନ ଏହି ପିଟିସନ୍ ଦାଖଲ କରିଛନ୍ତି। ଏହା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରେ ।