ମୁମ୍ବାଇ,୧୫ /୧୦ : ଡ଼୍ରଗ୍ସ ମାମଲାରେ ମୁମ୍ବାଇ ପୁଲିସ ବଲିଉଡ ଅଭିନେତା ବିବେକ ଓବରୋଇଙ୍କ ଘରେ ଚଢ଼ଉ କରିଛି। କୁହାଯାଉଛି ଯେ ବେଙ୍ଗାଲୁରୁ ପୁଲିସର ଦୁଇଜଣ ଇନ୍ସପେକ୍ଟର ଅଭିନେତାଙ୍କ ଘରେ ଚଢ଼ଉ ଆରମ୍ଭ କରିଛନ୍ତି। ଏହି ସଂପର୍କରେ ମୁମ୍ବାଇର ଜୁହୁସ୍ଥିତ ବିବେକ ଓବରୋଇଙ୍କ ଘରେ ଏକ ସର୍ଚ୍ଚ ଅପରେସନ କରାଯାଇଛି।