କୁକୁର କାମୁଡ଼ିବା ଏକ ସାଧାରଣ କଥା। ହେଲେ ସମୟ ଥାଉ ଥାଉ ଏହାର ଚିକିତ୍ସା କରିବା ନିହାତି ଦରକାର। ନଚେତ ଏହା ଜୀବନ ପାଇଁ ବିପଦ ହୋଇପାରେ। ତେବେ କୁକୁର କାମୁଡ଼ିବା ମାତ୍ରେ କ’ଣ ପ୍ରାଥମିକ ଚିକିତ୍ସା କରିବେ? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା ଏହି ଭିଡିଓରେ…